ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଇଥିବାର | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ମଧ୍ୟ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟ ଜନକ ଘଟଣା | ଆଉ ଯେଉଁଠି ସୁନ୍ଦର ଭାବରେ ମରଣ କୂଅ ରେ ବାଇକ ଓ କାର ଚାଳକ ମାନେ ଦେଖାଇବାକୁ ଲାଗିଛନ୍ତି ତାଙ୍କର ଜବରଦସ୍ତ ଷ୍ଟାଣ୍ଡ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଏହିଭଳି ଏକ ଘଟଣା ଟି ଦେଖିବାକୁ ମିଳିଛି ହାଇଦ୍ରାବାଦ ରେ | ଆଉ ଯେଉଁଠି ଦେଖିବାକୁ ମିକିଥିଲା ସୁନ୍ଦର ଭାବରେ ମରଣ କୂଅ ଭିତରେ ସେମାନଙ୍କର ଜବରଦସ୍ତ ଷ୍ଟାଣ୍ଡ ଦେଖାଇବାକୁ ଲାଗିଛନ୍ତି ବାଇକ ଓ କାର ଚାଳକ ମାନେ | ଆଉ ଯାହା କୁହାଯାଉଛି କି ମରଣ କୂଅ ରେ ଗାଡ଼ି ଚଳାଇବା ଏତେ ଭୟନକ କି ଟିକିଏ ଅସାବଧାନତା ସେମାନଙ୍କର ଜୀବନ ମଧ୍ୟ ନେଇ ପାରେ ମାତ୍ର ସେମାନେ ସେ ସବୁ କୁ ନ ଡରି ଦେଖାଇବାକୁ ଲାଗିଛନ୍ତି ସେମାନଙ୍କର ଜବରଦସ୍ତ ମନକୁ ଛୁଇଁଲା ଭଳି ଷ୍ଟାଣ୍ଡ | ଆଉ ଯାହାକୁ ଯିଏ କି ଦେଖୁଛି ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଉଛି ବୋଲି କୁହାଯାଉଛି |
ଆଉ ପ୍ରଥମେ ଏହି ମରଣ କୂଅ ରେ ଦେଖିବାକୁ ମିଳିଥିଲା କି ବାଇକ ଚାଳକ ମାନେ ଚଳାଇବା ପାଇଁ ଲାଗିଥିଲେ ସେମାନଙ୍କର ଗାଡ଼ି ଆଉ ଜଣେ ପରେ ଜଣେ ସେମାନଙ୍କ ର ଟେକେଣ୍ଟ କୁ ଦେଖାଇ ଲାଇନ ରେ ବାଇକ କୁ ଚଳାଇବା ପାଇଁ ଲାଗିଥିଲେ | ଆଉ ସେମାନେ ସେହିଭଳି ଭାବରେ ଚଳାଉଥିବା ସମୟରେ ଆସିଥିଲେ କାର ଚାଳକ ମାନେ ଆଉ ସେମାନେ ମଧ୍ୟ ଜଣେ ପରେ ଜଣେ ଚଳାଇବାକୁ ଲାଗିଥିଲେ ଆଉ ବେଶ ସୁନ୍ଦର ଭାବରେ ରାଉଣ୍ଡ ରେ ସମାନ ଭାବରେ ଚାଲିବାକୁ ଲାଗିଥିଲେ | ଆଉ କୁହାଯାଉଛି କି ଟିକିଏ ଅସାବଧାନତା ସେମାନଙ୍କର ଜୀବନ ମଧ୍ୟ ନେଇ ପାରେ |
ଆଉ ଯାହା ଦେଖିବାକୁ ମିଳିଛି ଅତି ସୁନ୍ଦର ଭାବରେ ମରଣ କୂଅ ଭିତରେ ଜବରଦସ୍ତ ପୋରଫୋମେନ୍ସ କୁ ଦେଖାଇ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି ସେହି ବାଇକ ଓ କାର ଚାଳକ ମାନେ | ଯାହାକୁ ଦେଖିବା ପାଇଁ ଦର୍ଶକ ମାନଙ୍କର ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ଓ ଯିଏ ଦେଖୁଛି ଏହି ଭିଡ଼ିଓ କୁ ସେମାନେ ମଧ୍ୟ ଖୁସି ହୋଇ ଯାଉଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।