World Panna Female Champion ● ଏହି Cute ଝିଅ ( Lisa Zimouche ) ର Most Talent ଦେଖି Nora Fatehi ମଧ୍ୟ ଫେଲ ମାରିବ…

ସୋସିଆଲ ମିଡ଼ିଆ ବର୍ତ୍ତମାନ ଏକ ଏପରି ପ୍ଲାଟଫୋମ ସାଜିଛି ଲୋକଙ୍କ ପାଇଁ ଯେଉଁଠୁରେ ଲୋକ ମାନେ ମନ ଇଚ୍ଛା ଯେକୌଣସି ଭିଡିଓ ରେକର୍ଡ କରି ସେୟାର କରୁଛନ୍ତି। ସଧାରଣ କଥା ଠାରୁ ଆରମ୍ଭ କରି, ଗୀତ ନାଚ , କମେଡି ଏମିତି ଅନେକ କିଛି।ଏବଂ ସୋସିଆଲ ମିଡ଼ିଆ ର ଏହିପରି ସବୁ ଭାଇରଲ ଭିଡ଼ିଓ କୁ ଲୋକମାନେ ମଧ୍ୟ ବହୁତ ପସନ୍ଦ କରନ୍ତି ସେମାନ ଏହାକୁ ଦେଖି ଉପଭୋଗ କରିବା ସହ ଖୁସି ହୋଇଥାନ୍ତି। ଖାଲି ଏତିକି ନୁହେଁ ବରଂ ବେଳେ ବେଳେ ଏମିତି କିଛି ଭିଡିଓ ଆମ ଆଗକୁ ଯାହା କୁ ଦେଖିଲେ ଆମକୁ ବହୁତ ଆଶ୍ଚର୍ଯ୍ୟ ଲାଗେ ଏବଂ ସେହି ବ୍ୟକ୍ତି ଙ୍କୁ ପ୍ରଶଂସା କରିବା କୁ ବାଧ୍ୟ ହୋଇଯାଉ।

ତେବେ ବର୍ତ୍ତମାନ ସୋସିଆଲ ମିଡିଆ ରେ ଏହି ପରି ଜଣେ ଯୁବତୀ ଙ୍କ ର ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଙ୍କ ଆଖି ଖୋଲା କୁ ଖୋଲା ରହିଯିବ। ଆପଣ ମଧ୍ୟ ଦ୍ୱନ୍ଦ ରେ ପଡିଯିବେ କି ଏହିପରି ମ୍ୟାଜିକ ଯୁବତୀ ଜଣଙ୍କ କିପରି କରି ପାରୁଛନ୍ତି ବୋଲି। ତେବେ ଏହି ଭିଡ଼ିଓ ଟି ରେ ଦେଖା ଯାଇଛି କି , ଜଣେ ଯୁବତୀ ଫୁଟବଲ ସହିତ ଏହିପରି ଖେଳୁ ଛନ୍ତି ଦେଖିଲେ ଲାଗୁଚି ଯେପରି ସେ ଫୁଟବଲ ସହ ଗେମ ଖେଳୁ ନାହାନ୍ତି ବଧେ କିଛି ଯାଦୁ କରୁଛନ୍ତି। ତେବେ ତାଙ୍କର ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେଉଛି।

ତେବେ ଭିଡ଼ିଓ ରେ ଦେଖା ଯାଇଛି କି , କୌଣସି ଏଜ ସ୍ଥାନ ରେ କିଛି କାର୍ଯ୍ୟକ୍ରମ ଚାଲିଛି ଏବଂ ସେଠା ରେ ଅନେକ ଲୋକ ଏକାଠି ହୋଇଛନ୍ତି। ଏହା ଭିତରେ ଜଣେ ଯୁବତୀ ଗୋଟିଏ ଫୁଟ ବଲ ସହ ଆସୁଛନ୍ତି ଆଉ ତା ପରେ ତାଙ୍କର ଯାଦୁ ଦେଖାଇବା ଆରମ୍ଭ କରିଛନ୍ତି। ତେବେ ଫୁଟବଲ କୁ ସେ ହାତ , ଗୋଡ଼ ଏବଂ ପିଠି ସାହାଯ୍ୟ ରେ ଏତେ ସୁନ୍ଦର ଭାବରେ ଖେଳୁଛନ୍ତି କି ଆପଣ ଆବାକ ହୋଇଯିବେ। ଆଉ ସବୁଠାରୁ ଆଶ୍ଚର୍ଯ୍ୟ କର କଥା ଏହାକି ଯେ ଯୁବତୀ ଜଣଙ୍କ ଫୁଟବଲ ଖେଳ ଆରମ୍ଭ କରିବା ଠାରୁ ଶେଷ ପର୍ଯ୍ୟନ୍ତ ଫୁଟ ବଲ ଟି ଥରେ ବି ତଳେ ପଡି ନାହିଁ।

ତେବେ ଯୁବତୀ ଙ୍କ ର ଏହି ଯାଦୁ ଦେଖିବା ପରେ ତାଙ୍କୁ ସମସ୍ତେ ଖୁବ ପ୍ରଶଂସା କରିଛନ୍ତି। ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ମଧ୍ୟ ଖୁବ ମାତ୍ରା ରେ ଭାଇରାଲ ହେବା ରେ ଲାଗିଛି। ତେବେ କିନ୍ତୁ ଭିଡ଼ିଓ ଟି କେଉଁଠି ର ଏବଂ ଏହି ଗେମ ଖେଳୁଥିବା ଯୁବତୀ ଜଣଙ୍କ କିଏ ତାହା ଆମେ ସଠିକ ଭାବରେ କହି ପାରିବୁ ନାହିଁ। ମାତ୍ର ଭିଡ଼ିଓ ଟି କୁ ଆପଣ ମାନେ ଥରେ ନିଶ୍ଚିତ ଦେଖନ୍ତୁ ଯାହାକୁ ଦେଖିଲେ ଆପଣ ମଧ୍ୟ ତାଙ୍କର ପ୍ରଶଂସା କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment