ହଁ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ବେଶ ଭଲ ଭାବରେ ଜାଣିଥିଲେ ବର୍ତ୍ତମାନ ଆସିବାକୁ ଯାଉଛି ଏକ ନୂଆ ମ୍ୟୁଜିକ ଭିଡିଓ ଆଉ ଯାହା ର ନାଁ ହେଉଛି “ମେଘ ନନ୍ଦିନୀ ” | ଆଉ ଯେଉଁଥିରେ ଲିଡ଼ ଭୂମିକାରେ ଅଭିନୟ କରିବାକୁ ଲାଗିଛନ୍ତି ଅଲିଉଡ ଇଣ୍ଡୋଷ୍ଟ୍ରି ଭରୀ ଜଣେ ବେଶ ଜଣା ଶୁଣା ଅର୍ଥାତ ଓଡ଼ିଶାର ନମ୍ବର 1ଭ୍ଲୋଗର ସେ ହେଉଛନ୍ତି ରୁପା ଆଉ ପିଣ୍ଟୁ ଙ୍କର ଦମଦାର ଯୋଡ଼ି | ଆଉ ଯାହାକୁ ବେଶ ପ୍ରସଂଶା କରିବାକୁ ଲାଗିଛନ୍ତି ଓଡିଶା ବାସୀ ନୂଆ ମ୍ୟୁଜିକ ଭିଡିଓ ପାଇଁ | ଆଉ ଭିଡିଓ ର ପ୍ରୋମସନ ପାଇଁ ମଧ୍ୟ ବାହାରି ପଡିଛନ୍ତି ମନ୍ଦିରକୁ ଯାଇକି ଭଗବାନ ଙ୍କ ପାଖରୁ ଆଶୀର୍ବାଦ ନେବା ପାଇଁ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡିଓ ଉପରେ ଟିକିଏ ନଜର ପକାଇବା |
ଏଠାରେ ଦେଖିବାକୁ ମିଳିଛି କି ପିଣ୍ଟୁ ଆଉ ତାଙ୍କର କୁନି ଝିଅ ଖୁସି ମିଶିକି ମିଶିକି ମନ୍ଦିରକୁ ଯିବା ପାଇଁ ତୋଳିବାକୁ ଲାଗିଛନ୍ତି ବେଳ ପତ୍ର | ଆଉ ବାପା ଙ୍କ ସହିତ ବେଳ ପତ୍ର ତୋଳିବା ପରେ ସେମାନେ ବାହାରି ପଡିଛନ୍ତି ମନ୍ଦିରକୁ ଯିବା ପାଇଁ | ଆଉ ବାପା ମା ଝିଅ ମିଶିକି ବାପା ଙ୍କର ମନ୍ଦିରକୁ ଯାଇଛନ୍ତି ବୋଲି ଦେଖା ଯାଇଛି | ଆଉ ସେଠାରେ ସେମାନେ ପ୍ରଥମେ ଯାଇକି ମନ୍ଦିରକୁ ଯିବା ପୂର୍ବରୁ ପୋଖରୀରେ ପାଦ କୁ ଧୋଇଛନ୍ତି | ଆଉ ଖୁସି କୁ ଡରାଇବା ପାଇଁ ପୋଖରୀରେ ସାପ ଅଛି ବୋଲି ମଧ୍ୟ କହୁଛନ୍ତି | ଆଉ ତାହା ପରେ ଦେଖିବାକୁ ମିଳିଛି କି ସେମାନେ ବାହାରି ପଡିଛନ୍ତି ମହାଦେବ ଙ୍କର ପୂଜା କରିବା ପାଇଁ |
ଆଉ ତାହା ପରେ ସେମାନେ ପ୍ରଥମେ ନାଗଚମ୍ପା ଫୁଲ ମଧ୍ୟ ଆଣିଛନ୍ତି, ଆଉ ଯାହାକୁ ବାପା ଙ୍କ ପାଖକୁ ନେଇଯାଇଛନ୍ତି ପୂଜା କରିବା ପାଇଁ | ଆଉ ସେଠାରେ ମହାଦେବ ଙ୍କ ପାଖରେ ବସିଛନ୍ତି ପୂଜା କରିବା ପାଇଁ | ଆଉ ସେଠାରେ ମହାଦେବ ଙ୍କର ପୂଜା କରିବା ସହିତ ଦୀପ ଆଉ ଧୂପ ମଧ୍ୟ ଦୁଇଜଣ ଜଲଇବାକୁ ଲାଗିଛନ୍ତି | ଆଉ ମହାଦେବ ଙ୍କୁ ଭକ୍ତି ର ସହିତ ପୂଜା ଆମଧ୍ୟ କରୁଥିବାର ଦେଖିବାକୁ ମିଳିଛି | ଆଉ ତାଙ୍କର ଏହି ପୂଜା ରେ ସେମାନଙ୍କର ଆସୁଥିବା ନୂଆ ଫ୍ଲିମ ଭଲ ହେବା ସହିତ ଦର୍ଶକ ମାନେ ଯେମିତି ପସନ୍ଦ କରିବେ ତାହା ଉପରେ ଧ୍ୟାନ ଦେଉଛନ୍ତି |
ଆଉ ଖୁସି ଆଉ ପିଣ୍ଟୁ ଆଉ ରୁପା ମିଡିକି ପୂଜା ପାଠ ସହିବା ପରେ ନନ୍ଦୀ ଙ୍କ କାନରେ ନିଜର ମନର କଥା କୁ ମଧ୍ୟ କହିଛନ୍ତି | ଆଉ ଘରକୁ ଆସିବା ପରେ ରୁପା ଓ ତାଙ୍କର ନଣନ୍ଦ ଙ୍କ ସହିତ ମିଶିକି ଖାଇବା ପାଇଁ ଲାଗି ପଡିଛନ୍ତି | ଆଉ ସେମାନଙ୍କର ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।