ଇଷ୍ଟର୍ନ ଅପେରା ମଣିଭଦ୍ର ବିଶ୍ୱାଳ & ଦୟା ଙ୍କ ଜବରଦସ୍ତ ରୋମାଣ୍ଟିକ କମେଡି Scene ” ଷଣ୍ଢ ରେ ବସେଇ ନେଇ ଗଲା “…. ଦେଖିଲେ ହସି ହସି ଗଡ଼ିଯିବେ…

ହଁ ଦର୍ଶକ ବନ୍ଧୁ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଇଷ୍ଟର୍ଣ୍ଣ ଅପେରା ର ଗୋଟିଏ ଦମଦାର ସିନ | ତେବେ ଆପଣ ମାନେ ଜାଣିଥିବେ କି ଆଜିକାଲି ଲୋକ ମାନେ ଫ୍ଲିମ ଯିବା ଅପେକ୍ଷା ଯାତ୍ରା ଜଗତକୁ ଅଧିକ ପସନ୍ଦ କରିବାରେ ଲାଗିଛନ୍ତି | ଆଉ ଯାତ୍ରା ରେ ଅଭିନୟ କରୁଥିବା କଳାକାର ମାନେ ମଧ୍ୟ ତାଙ୍କର ଅଭିନୟ କୁ ଦେଖାଇ ଲୋକ ମାନଙ୍କର ମନକୁ କିଣି ନେଇଛନ୍ତି ଯାତ୍ରା କଳାକାର ଜଣଙ୍କ |ତେବେ ଆପଣ ମାନେ ଦେଖିଥିବେ କି ଅନେକ ସମୟରେ ଦର୍ଶକ ମାନେ ଯାତ୍ରା ରେ ଏଭଳି ଭାବରେ ମଜି ଯାଇଥାନ୍ତି କି ସେମାନେ କଳାକାର ମାନଙ୍କର ସେହିଭଳି ଅଭିନୟ କୁ ଦେଖିକି କାନ୍ଦିବାକୁ ଲାଗିଛନ୍ତି |ଆଉ ବର୍ତ୍ତମାନ ଇଷ୍ଟର୍ଣ୍ଣ ଅପେରା ରେ ମଣିଭଦ୍ର ବିଶ୍ୱାଳ ଙ୍କର ଏକ ଦମଦାର ଅଭିନୟ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଅପେରା ର ଏହି ଦମଦାର ସିନ ଉପରେ ଟିକିଏ ନଜର ପକାଇବା |

ତେବେ ଆପଣ ମାନେ ଅନେକ ସମୟରେ ଦେଖୁଥିବେ କି ଯାତ୍ର ଜଗତ ଦିନ କୁ ଦିନ ବେଶ ଆଗକୁ ଯିବାକୁ ଲାଗିଛି |ଆଉ ଦର୍ଶକ ମାନଙ୍କର ସାମ୍ନାରେ ଲାଇଭ ଅଭିନୟ କରି ସେମାନଙ୍କର ଜୀବନ୍ତ ଅଭିନୟ ର ଯାଦୁ ରେ ଉପସ୍ଥିତ ଥିବା ସମସ୍ତ ଯାତ୍ରା ପ୍ରେମୀର ଯୁବକ ମାନଙ୍କୁ ମଧ୍ୟ ବେଶ ଆକୃଷ୍ଟ କରେଇଥାଏ ଯାତ୍ରା ପ୍ରତି | ତେବେ ଅନେକ ଯାତ୍ରା ପାର୍ଟି ରହିଛି ଆମ ଓଡିଶା ରେ | ଆଉ ସେହି ଯାତ୍ରା ମାଧ୍ୟମରେ ଦର୍ଶକ ମାନଙ୍କର ମନରେ ଏକ ସ୍ୱତନ୍ତ୍ର ଘର କରି ଦର୍ଶକ ମାନଙ୍କର ମନରେ ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛି ଏହି ଯାତ୍ରା ଇଷ୍ଟର୍ଣ୍ଣ |ତେବେ ସେହିଭଳି ଏକ ଯାତ୍ରା ପାର୍ଟି ହେଉଛି ଇଷ୍ଟର୍ଣ୍ଣ ଅପେରା ଆଉ ସେହି ଅପେରା ରେ କିଛି ଦମଦାର ସିନ ବର୍ତ୍ତମାନ ଭାଇରାଲ ହେଉଛି |

ଆଉ ଯେଉଁଠି ଦେଖିବାକୁ ମିଳିଛି କି ଇଷ୍ଟର୍ଣ୍ଣ ଅପେରା ରେ “ସନ୍ଧ୍ୟାରେ ବସେଇ ନେଇଗଲା ” ର ଏକ ସିନ ବର୍ତ୍ତମାନ ବେଶ ଭାଇରାଲ ହେବାକୁ ଲାଗିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି ଯାତ୍ରା କଳାକାର ମଣିଭଦ୍ର ବିଶ୍ୱାଳ ଓ ସି ଆଇ ଡି ଦୟା ର କେତେକ ଦମଦାର ସିନ | ଆଉ ଏହି ଅପେରା ରେ କମେଡି ସାଙ୍ଗକୁ ଅଭିନୟ ର ଯାଦୁ ସମସ୍ତଙ୍କ ମନକୁ ଛୁଇଁଛି ବୋଲି କୁହାଯାଉଛି |

ଆଉ ଏଠାରେ ସେହି ଭଳି କିଛି ଅଭିନୟ ଦେଖିବାକୁ ମିଳିଛି, ଆଉ ଯେଉଁଥିରେ ଯାତ୍ରା କଳାକାର ମାନେ ଏଭଳି ଅଭିନୟ କରିଛନ୍ତି କି ଯାହାକୁ ଦେଖିବା ପରେ ଉପସ୍ଥିତ ଦର୍ଶକ ମାନେ ମଧ୍ୟ ଝୁମି ଉଠିଛନ୍ତି | ଆଉ ସେମାନଙ୍କ ମନକୁ ମଧ୍ୟ ଛୁଇଁଛି ଏହି ଯାତ୍ରା ଇଷ୍ଟର୍ଣ୍ଣ ର ଅଭିନୟ ର କମାଲ | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇଆଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment