OMG ! ଗାଉଁଲି ଝିଅ କଲା ଚମତ୍କାର… ଭିଡ଼ିଓ ନ ଦେଖିଲେ ବିଶ୍ୱାସ ହେବନି….

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ କିଛି ଏଭଳି ଭିଡିଓ ଭାଇରାଲ ହୋଇଥାଏ ଯାହାକୁ ଦେଖିଲେ ଆମ କୁ ବହୁତ ଆଶ୍ଚର୍ଯ୍ୟ ଲାଗିଥାଏ | ଆଉ ବର୍ତ୍ତମାନ ସେହିଭଳି କିଛି ଭିଡିଓ ଦେଖିବାକୁ ମିଳିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଝିଅ ଜଣଙ୍କ ସୁନ୍ଦର ଭାବରେ ନିଜର ସ୍ବରର ଯାଦୁ ରେ ମତୁଆଲା କରିବାକୁ ଲାଗିଛନ୍ତି ଝିଅ ଜଣ ଙ୍କ |ଆଉ ଯାହା ଦେଖିବାକୁ ମିଳିଛି କି ଯୁବତୀ ଜଣ ଙ୍କ ହେଉଛନ୍ତି ଜଣେ ଅନଲାଇନ ମ୍ୟୁଜିକ ପ୍ଲେୟାର | ଆଉ ତାଙ୍କର ସ୍ବରର ଯାଦୁ ରେ କରିଛନ୍ତି ସମସ୍ତଙ୍କୁ ଆକୃଷ୍ଟ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ଏଠାରେ ଦେଖିବାକୁ ମିଳିଛି କି ଝିଅ ଜଣକ ଗାଁ ରେ ଗାଇବାକୁ ଲାଗିଛନ୍ତି ଏକ ସଂଗୀତ | ଆଉ ଯେଉଁଥିରେ ଝିଅ ଜଣଙ୍କ ହାରମାନିୟମ କୁ ଧରିକି ଗୀତ ଗାଇବାକୁ ଲାଗିଛନ୍ତି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଝିଅ ଜଣଙ୍କର ଗୀତ ସହିତ ତାଳ ଦେବାକୁ ଲାଗିଛନ୍ତି ଜଣେ ଲୋକ | ଆଉ ଯିଏ କି ହାତ ରେ ବାଜା ବଜାଇ କରିବାକୁ ଲାଗିଛନ୍ତି ଗୀତ ତ ତାଳେ ତଳେ ସମସ୍ତଙ୍କୁ ମୋତୁଆଲା | ଆଉ ଯେଉଁଥିରେ ଦେଖିବାକୁ ମିଳିଛି କି ଝିଅ ଜଣଙ୍କ ସୁନ୍ଦର ଭାବରେ ଗୀତ ର ତାଳରେ ଝୁମେଇବାକୁ ଲାଗିଛନ୍ତି ସମସ୍ତଙ୍କୁ | ଆଉ ସମସ୍ତଙ୍କର ମନକୁ ମୋତୁଆଲା କରିବା ସହିତ ଗୀତ ର ତଳେ ତଳେ ମଜେଇ ଦେଇଛନ୍ତି |

ଆଉ ଯାହା ଦେଖୁବାକୁ ମିଳିଛି କି ଝିଅ ଜଣଙ୍କ “ଦସ୍ତ ଏ ଜମାନେ କ କ୍ୟା ହୋ ଗେୟା ” ଗୀତରେ ସମସ୍ତଙ୍କୁ ମୋତୁଆଳି କରେଇଛନ୍ତି ଝିଅ ଜଣଙ୍କ | ଆଉ ନିଜର ସୁ ମଧୁର ସ୍ୱରରେ ସମସ୍ତଙ୍କୁ ଝୁମେଇବା ସହିତ ଦେଖୁଥିବା ସମସ୍ତ ଦର୍ଶକ ମାନଙ୍କୁ ତାଙ୍କ ଆଡକୁ ଆକୃଷ୍ଟ ମଧ୍ୟ କରାଉଥିବାର ଦେଖୁବାକୁ ମିଳିଛି | ଆଉ ଏହି ଭଳି ଭାବରେ ଗାଁ ରେ ନିଜର ପ୍ରତିଭା କୁ ପ୍ରକାଶ କରିବାକୁ ଲାଗିଛନ୍ତି ଝିଅ ଜନଙ୍କ |ଆଉ ଯାହା ସମସ୍ତଙ୍କର ମନକୁ ମଧ୍ୟ ବେଶ ଛୁଇଁଛି ବୋଲି କୁହାଯାଉଛି |

ଆଉ ଯେଉଁ ଭିଡିଓ ଟି ଭାଇରାଲ ହେବା ପରେ ସମସ୍ତେ ଝିଅ ଟିର ଗୀତ ସହିତ ହାର ମୋନିୟମ ର ତାଳ ରେ ସୃଷ୍ଟି ହେଉଥିବା ସ୍ବରର ଝଲକ କୁ ସମସ୍ତେ ପ୍ରସଂଶା କରିବାରେ ଲାଗିଛନ୍ତି | ଆଉ ଝିଅ ଟି ଭିତରେ ଥିବା ସ୍ବରର କଳା କୁ ଚର୍ଚ୍ଚା ମଧ୍ୟ କରିବାକୁ ଲାଗିଛନ୍ତି ସମସ୍ତେ | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି, ଆଉ ବହୁତ ପ୍ରସଂଶା ମଧ୍ୟ ସାଉଟୁଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment