ଓଡ଼ିଆ ଅଭିନେତା Sidhanta and Rachana ଙ୍କ ” ଫଗୁଣରେ ଫଗୁଣ ” ଗୀତରେ ଷ୍ଟେଜ ଉପରେ ରୋମାଣ୍ଟିକ ଡ୍ୟାନ୍ସ… ଦେଖନ୍ତୁ ଭାଇରାଲ Video

ହଁ ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେକି ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେବାକୁ ଲାଗିଥାଏ | ଆଉ ଅନେକ ସମୟରେ ବିଭିନ୍ନ ଫ୍ଲିମ ଏକ୍ଟର ମାନଙ୍କ ର ମଧ୍ୟ ଭିଡିଓ ମାନ ଭାଇରାଲ ହେବାକୁ ଲାଗିଥାଏ | ତେବେ ଆଜି ମୁଁ ଏଭଳି କଳାକାର ଙ୍କ ବିଷୟରେ କହିବାକୁ ଯାଉଛି ସେମାନେ ହେଉଛନ୍ତି ଓଡ଼ିଆ ଫ୍ଲିମ ଜଗତର ହିଟ କରା ଯୋଡ଼ି , ଆଉ ଯେଉଁ ମାନଙ୍କର ଯୋଡ଼ି କୁ ବହୁତ ଆଗରୁ ଦର୍ଶକ ମାନେ ଭଲ ପାଇବା ଦେଇକି ଆସୁଥିବା ଆମ ସମସ୍ତଙ୍କର ପ୍ରିୟ ସିଦ୍ଧାନ୍ତ ଆଉ ରଚନା ଙ୍କ ଯୋଡ଼ି | ଆଉ ଆଉ ଏହି ହିଟ ଯୋଡ଼ି ବର୍ତ୍ତମାନ ପୁଣି ଥରେ ଏକାଠି ଏକ ମହାମଞ୍ଚ ରେ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ସେହି ଲୋକ ପ୍ରିୟ ଯୋଡ଼ି ଉପରେ ନଜର ପକାଇବା |

ତେବେ ଏଠାରେ ଦେଖିବାକୁ ମିଳିଛି କି ଜି ସାର୍ଥକ ର ମହାମଞ୍ଚ ରେ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି ସିଦ୍ଧାନ୍ତ ମହାପାତ୍ର ଓ ରଚନା ଙ୍କର ଯୋଡ଼ି କୁ | ଆଉ ଯାହା କୁହାଯାଉଛି କି ଏହି ମହା ମିଳନ ର ମଞ୍ଚରେ ସେମାନେ 18 ବର୍ଷ ପରେ ସେମାନଙ୍କର ମିଳନ ଘଟିବାକୁ ଯାଉଛି ବୋଲି ସିଦ୍ଧାନ୍ତ ମହାପାତ୍ର କହିଛନ୍ତି | ଆଉ ଯେଉଁ ମାନଙ୍କର ଯୋଡ଼ି ଆଉ ଫ୍ଲିମ କଥା କୁ ମନେ ପକାଇଦେବା ପାଇଁ ସେମାନଙ୍କର ଫ୍ଲିମ ଗୀତ ରେ ଡାନ୍ସ କରିବାକୁ ଲାଗିଥିଲେ କଳାକାର ମାନେ |

ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି “ଫଗୁଣ ରେ ଫଗୁଣ ” ଗୀତ ରେ ସୁନ୍ଦର ଭାବରେ ସେମାନେ ଡାନ୍ସ କରିବା ପରେ ଦର୍ଶକ ମାନେ ସିଦ୍ଧାନ୍ତ ଆଉ ରଚନା କୁ ମଞ୍ଚ ଉପରକୁ ନେଇ ଯାଇଥିଲେ | ଆଉ ସେଠାରେ ସେମାନେ ଡାନ୍ସ ମଧ୍ୟ ଦୁଇଜଣ ମିଶିକି କରିବା ପାଇଁ ଲାଗି ପଡିଥିଲେ | ଆଉ ସେମାନଙ୍କର ଏହି ମହା ମିଳନ କୁ ଦେଖିବା ପରେ ଦୁଇ ଜଣଙ୍କୁ ସାଙ୍ଗରେ ଦେଖିବା ପରେ ଦର୍ଶକ ମାନଙ୍କ ମନରେ ଏକ ନିଆରା ଖୁସି ଜାଗ୍ରତ ହୋଇଥିଲା | ତେବେ ଓଡିଶା ର ଘରେ ଘରେ ଦର୍ଶକ ମାନଙ୍କର ହୃଦୟରେ ଥିବା ସେହି କଳାକାର ମାନଙ୍କୁ ଦେଖିବା ପରେ ସମସ୍ତେ ଖୁସି ହୋଇଯାଇଥିଲେ |

ତାହା ବ୍ୟତୀତ କଳାକାର ମାନେ ମଞ୍ଚ ଉପରକୁ ଯିବା ସହିତ ସେହି ଦମଦାର ଯୋଡ଼ି କୁ ସମ୍ବଧନା ମଧ୍ୟ ଜଣାଇଥିଲେ | ଆଉ ସିଦ୍ଧାନ୍ତ ଆଉ ରଚନା ଙ୍କ ଯୋଡ଼ି କୁ ଅଗଣିତ ଦର୍ଶକ ମାନଙ୍କର ଭଲ ପାଇବା ଦେଖିବାକୁ ମିଳିଥିଲା ଜି ସାର୍ଥକ ର ଏହି ମହା ମଞ୍ଚ ରେ ଏକାଠି ଦେଖିବା ପରେ | ଆଉ ଯେଉଁ ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି, ଆଉ ଯାହାକୁ ଲୋକ ମାନେ ଅଧିକ ପସନ୍ଦ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment