ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆମର ନଜର ଆସୁଥିବା ବେଳେ, କେତେକ ସମୟରେ ଏଭଳି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହା ଆପଣ ଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରେଇ ଦେଇଥାଏ | ତେବେ ଠିକ ସେହି ଭଳି ଏକ ଘଟଣା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ଦଖିବାକୁ ମିଳିଛି କି କେଉଁଭଳି ଭାବରେ ଛୋଟ ପିଲାଟି ପାଖରେ ଭରିକି ରହିଛି ଅସଂଖ୍ୟ ପ୍ରତିଭା ଆଉ ଯେଉଁ ପ୍ରତିଭା କୁ ଦେଖିଲେ ଆପଣ ମାନେ ମଧ୍ୟ ଚକିତ ହୋଇଯିବେ | ଆଉ ଯାହାକୁ ଓଡିଶା ର ଗୁଗୁଲ ବୋଲି ମଧ୍ୟ କହିବେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡିଓ ଟି ଉପରେ ଟିକିଏ ନଜର ପକାଇବା |
ତେବେ ଏଠାରେ ଦେଖିବାକୁ ମିଳିଛି କି ଛୋଟ ପିଲା ଟି ପାଖରେ ରହିଛି ଚମତ୍କାର ବୁଦ୍ଧି, ଆଉ ଯାହା ବଳରେ ସେ ସମସ୍ତଙ୍କର ପ୍ରସଂଶାର ପାତ୍ର ମଧ୍ୟ ହେଇ ପାରୁଛି ବୋଲି କୁହାଯାଉଛି | ଆଉ ଏଠାରେ ଦେଖିବାକୁ ମିଳିଛି କି ଏହି କୁନି 4 ବର୍ଷ ର ପିଲା ଟିର ଘର ହେଉଛି କଟକ ଜିଲ୍ଲା ରେ |ଆଉ ପିଲାଟି କଟକ ର ଏକ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପଢୁଛି | ଆଉ ଏଠାରେ ଦେଖିବାକୁ ମିଳିଛି କି ଏକ ସମ୍ମିଳନୀ ଚାଲିଥିବା ସମୟରେ ପିଲାଟିକୁ ପଚାରା ଯାଇଥିଲା କିଛି ପ୍ରଶ୍ନ | ଆଉ ଯାହାକୁ ସେ ସୁନ୍ଦର ଭାବରେ ଉତ୍ତର ମଧ୍ୟ ଦେବାକୁ ଲାଗିଥିଲେ |
ଆଉ ଏଠାରେ ଦେଖୁବାକୁ ମିଳିଛି କି ଯେତେବେଳେ ବଡ଼ ବଡ଼ ରାଜ ନେତା ଙ୍କ ସମେତ ଅନେକ ବଡ଼ ଲୋକ ମାନେ ମଧ୍ୟ ଅନେକ ପ୍ରଶ୍ନ ର ଉତ୍ତର ଦେବାକୁ ଅସମର୍ଥ ହୋଇଥାନ୍ତି ସେତେବେଳେ ଏହି ଛୋଟ ପିଲା ଟି ଚମତ୍କାର ଭାବରେ ସମସ୍ତ ପ୍ରଶ୍ନ ର ଉତ୍ତର ଦେଇଛି | ତେବେ ନବରଙ୍ଗପୁର ରେ ଜନ୍ମ ହୋଇଥିବା ଏହି ଶିଶୁ ଜଣଙ୍କର ଟେଲେଣ୍ଟ କୁ ସତରେ ମାନିବାକୁ ପଡିବ | ନିଜ ଗାଁ ଠୁ ଆରମ୍ଭ କରିକି ରାଜ୍ୟ ଓ ଦେଶ ତାହା ବ୍ୟତୀତ ପୃଥିବି ର କଥା କୁ ମଧ୍ୟ ମନେ ରଖିଛି ଏହି କୁନି ପିଲା ଟି |
ଆଉ ଯେଉଁଠି ଦେଖିବାକୁ ମିଳିଛି କବି ଙ୍କ ଠୁ ଆରମ୍ଭ କରିକି ବିଧାୟକ, ସାଂସଦ ଙ୍କ ନାଁ ତାହା ସହିତ ବହୁତ ପୌରାଣିକ ପ୍ରଶ୍ନ ର ମଧ୍ୟ ନିଃସନ୍ଦେହ ରେ ଉତ୍ତର ଦେବାକୁ ଲାଗିଛି ଏହି କୁନି ପୁଅ ଟି ତାର କୁନି ଓଠ ରେ | ଆଉ ଯାହା ପ୍ରକୃତ ରେ ଏକ ଆଶ୍ଚର୍ଯ୍ୟ କର କଥା ଅଟେ | ଯାହାକୁ ଆପଣ ମାନେ ମଧ୍ୟ ଦେଖିଲେ ଅବାକ ହୋଇଯିବେ ଆଉ ପୁଅ ଟିର ପ୍ରସଂଶା ନ କରି ରହି ପାରିବେ ନାହିଁ | ଆଉ ଯେଉଁ ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।